by Soumya Shubhadarshinee ✓ · 30 Mar 2020
ଝୁମୁରୀ ବେଶ ତୃପ୍ତି ରେ ନିଜର ସଦ୍ୟଜାତ ଝିଅଟିକୁ ଧରେଇ ଦେଲା ରୋଜି ହାତରେ । ଗୋଟେ ଅୟୁତ ଯୁଗର ସ୍ୱପ୍ନ ବାସ୍ତବ ହେଇଯାଇଥିଲା ଆଜି । ରୋଜି ଝିଅକୁ କୋଳେଇ ନେଇ ଅନିରୁଦ୍ଧ କୁ ଫୋନ୍ ଲଗେଇଲା ଯଥା ଶୀଘ୍ର ଆସିବା ପାଇଁ ।
Loading comments…
Loading comments…