by Rajeet kumar Das ✓ · 3 Aug 2019
ଜିନିଷ କିଣି ପଇସା ଦେଲାବେଳେ ପଚାରି ଦେଲି , ମାଉସୀ ତମର କଣ ଆଜି ସାବିତ୍ରୀ ବ୍ରତ ନାହିଁ କି? ଆଖି ଛଳ ଛଳ ହୋଇଗଲା ସ୍ତ୍ରୀ ଲୋକଟିର, ତା କାର୍ଯ୍ୟରେ ବ୍ୟସ୍ତ ଥାଇ କହିଲା ବାପରେ ସ୍ୱାମୀ ମୋର ଘରେ ବେମାରରେ ପଡିଛି ।
Loading comments…
Comments
Loading comments…