by Maheswar sahoo ✓ · 7 Apr 2020
ଏହି ନିରୀହ ଜୀବଙ୍କୁ ରକ୍ଷା କର ପ୍ରଭୁ । ହେଲେ ଶିକାରୀ ଜଣଙ୍କ ନିର୍ଦ୍ୱନ୍ଦରେ ଦୁଇଟି ବଡ଼ ହରିଣ ଶିକାର କରି ନିଜ କାନ୍ଧରେ ନେଇ ଘରକୁ ଫେରିଲା । ବାବା ଜଣଙ୍କ ମନେ ମନେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ହେଲେ ସେ ବା କଣ କରିପାରିବେ ।
Loading comments…
Loading comments…