by Satyabati Swain ✓ · 28 Jun 2019
ମୁଁ ସନ୍ଧ୍ୟା ଉଡୁଥିଲି ଆକାଶେ।ସୁର୍ଯ୍ୟ ମୋ ପ୍ରଥମ ପ୍ରେମ ସେ ସାଥ ଦେଲାନି।ଚନ୍ଦ୍ର ମୋ କୋମଳ ମହ୍ଲାର ସେ ନିଶିର।ଅଥଚ ଦେବ ସେ କେବେ ଆସି ନଥିଲା ଏଇ ତାଲିକାରେ, ସେ ମୋ ଜୀବନ ହେବ!!ତାକୁ ନେଇ ମୁଁ ବଞ୍ଚିବି!!
Loading comments…
Loading comments…