by ସୁଶାନ୍ତ ହଲବା ✓ · 9 Jul 2019
ତାପରେ ପରୀରାଣୀ ହେନେରୀ ମା’କୁ ସବୁକଥା କହିଲା । ହେନେରୀ ପରି ପୁଅ ଜନ୍ମ କରି କୋଉ ମାଆ ଗର୍ବ ନ କରିବ । ପରୀରାଣୀର ଆଶୀର୍ବାଦରେ ହେନେରୀର ସମସ୍ତ ଅଭାବ ଅସୁବିଧା ଦୂର ହୋଇଗଲା । ତାପରେ ସେମାନେ ସୁଖରେ ଘରଦ୍ୱାର କରି ରହିଲେ ।
Loading comments…
Loading comments…