by Sanjaya Ananda Kumar Tripathy ✓ · 13 Jul 2020
କାଲି ପଣାସଂକ୍ରାନ୍ତି ଥିଲା । ମୁଁ ମନ୍ଦିରକୁ ପୂଜା ପାଇଁ ଯାଇଥଲି । ସେଠି ପୂଜା ପରେ ପ୍ରଭୁଙ୍କର ପଣା ପୂଜାରୀ ଦେଲେ । ପଣାଟା ଭଲ ଲାଗୁଥିଲା । ମୁଁ ମାଗିକରି ଆଉ ଦୁଇ ଗ୍ଲାସ୍ ପିଇଦେଲି ।
Loading comments…
Loading comments…