by Jyotiranjan Sahu ✓ · 13 May 2019
ସେ ଘାସଗୁଡା କେତେ ପାଦର ଭାର ସହିଛି । କେତେଥର ଶୁଖିଯାଇଛି । ତଥାପି ସେ ହାରିନି । ସେହିଠାରେ ପୁଣି ସୃଷ୍ଟି ହୋଇଛି ସେ ଘାସ ଫୁଲ । ତେଣୁ ସୃଷ୍ଟି କେବେ ଥକିଯାଏନି କି କାହାପାଇଁ କେବେ ଅପେକ୍ଷା କରେନି ।
Loading comments…
Loading comments…