ସେ ଧିରେ ଧିରେ ଅନୁଭବ କଲା କି ୟା ଭିତରେ ଲୀନା ସମୟ ସହିତ ବଦଳିଗଲାଣି, କିନ୍ତୁ ସେ ଯେଉଁଠିକୁ ସେଇଠି ରହିଯାଇଛି । ରୁନି ଅନୁଭବ କଲା ସମୟ ଯେମିତି ତା ପିଲାଦିନର ସାଙ୍ଗକୁ ଛଡେଇ ନେଇଯାଇଛି । ଛୁଟି କାଟି ଫେରିଗଲା ସହରକୁ ଓ ସେଠି ସେ ଏକୁଟିଆ ପଣକୁ ଆପଣେଇ ନେଲା । ସେ ବୁଝିଗଲା ଏକଲାପଣ ହିଁ ମଣିଷର ପ୍ରକୃତ ବନ୍ଧୁ ।
Loading comments…