by Sabyasachi Swamy ✓ · 8 Aug 2017
ମୁଁ ପୁଣି ରାମକୁ ଖୋଜିଲି, ମୋ କବାଟ ତ ଟିକେ ଖୋଲେ। ଏହି ଭଳି ଏମିତି ଆହୁରି ଲୋକ ନ ଖାଇ ମତେ ଡାକୁଛନ୍ତି ଯେ !!! ମୁଁ ଯିବି କେମିତି ? ବୁଢାଟିର ଭୋକ ସମ୍ଭାଳି ପାରିଲିନି ବୋଲି ସିନା ଏଠି କଦଳୀଟେ ଦେଇ ଦେଲି। କିନ୍ତୁ ମତେ ଯିବାକୁ ପଡିବ ଅନ୍ୟ ଦରିଦ୍ର ପାଖକୁ।
Loading comments…
Loading comments…