by Jyoti Prakash Sahoo ✓ · 9 Aug 2019
ସୁମିତ କହିଲା, ସେ ଆଉ କିଛି କାମରେ ବ୍ୟସ୍ତ ଅଛି, ତୁ ସେ ବିଷୟରେ ଜଣେନି, କଷ୍ଟ ହବ ତତେ । ହେଲେ ଜ୍ୟୋତିକୁ ଜାଣିବାର ଥିଲା, ସେ ପାଗଳଙ୍କ ପରି ଦୌଡ଼ିଲା ladies hostel ଯାଉଠି ଝିଅ ମାନେ ଗୋଟେ week ପାଇଁ ରହିବାର ବ୍ୟବସ୍ଥା କରାଯାଇ ଥିଲା ।
Loading comments…
Loading comments…