ହେଲେ ବାପା ଏ ଘର ଟିକୁ ଖୁବ୍ ଯତ୍ନରେ କରିଥିଲେ,ତା ବ୍ୟତିତ ବାଡ଼ିରେ ଲଗାଇ ଥିବା ଗଛଗୁଡ଼ିକ କୋଉଠୁ ସବୁ ସଂଗ୍ରହକରି ଲଗାଇଥିଲେ। ତୁମେ ଯେମିତି ତାଙ୍କର ନିଜର ଥିଲ ଗଛ ଗୁଡ଼ିକ ବି ସେମିତି ପୁଅ ଝିଅ ପରିଥିଲେ। ଥରେ ସେ ସୁନ୍ଦରୀ ଆମ୍ବ ଗଛରେ ପାଣି ଠିକ୍ ସେ ଦିଆ ହୋଇ ନଥିଲା ସେଇଟି ଝାଉଁଳି ପଡିଥିଲା ବୋଲି ରାଗରେ ସେ ସେଦିନ ଖାଇ ନଥିଲେ।
Loading comments…