by suchismita Panda ✓ · 22 Oct 2021
ମୋତେ ଲାଗେ ସତ ସତିକା ସବୁ ଘଟଛି ହେଲେ ଜାଗ୍ରତ ପରେ ହିଁ ସତ ମିଛର ଫରକ ବୁଝି ପାରେ । ଛାତିଟା କିଛି ସମୟ ପାଇଁ ଧକ୍ ଧକ୍ ହୁଏ ।
Loading comments…
Comments
Loading comments…