ମୁନା ସ୍ବପ୍ନ ଦେଖୁଛି ସବୁଜ ପୃଥିବୀ ନାହିଁ । ଗୋଟିଏ ଗଛ କି ଜଙ୍ଗଲ । ଚାରି ଆଡ଼େ ଖାଲି କଂକ୍ରିଟ ଜଙ୍ଗଲ ମୁଣ୍ଡ ଟେକିଛି । ଜୁଆଡେ ଦେଖ୍ ଖାଲି ଗାଡି,କଳକାରଖାନା,ଜରି,ପଲିଥିନ, ପ୍ଲାଷ୍ଟିକ ଆବର୍ଜନା । ବାୟୁମଣ୍ଡଳ ଏତେ ଦୂଷିତ ଯେ ନିଃଶ୍ୱାସ ନେବା ବୁହୁତ କଷ୍ଟ ହେଉଛି । ମଣିଷ ମଣିଷ ଭିତରେ ସ୍ୱାର୍ଥ,ଈର୍ଷା,ଗର୍ବ ଅହମିକା ରାଜୁତି କରୁଛି । ମାନବିକତା କାହାଠାରେ ନାହିଁ।ଦେଶ ଦେଶ ମଧ୍ୟରେ ଯୁଦ୍ଧ,ବୋମା ଫିଙ୍ଗା,ଷ୍ଟାର ୱାର,
Loading comments…