by Parameswar Ojha ✓ · 14 Jul 2019
ଆପଣ ଚାଲିଗଲେ ମୁଁ ବିଦାୟ ଦେବାକୁ ଆପଣଙ୍କ କାର୍ ଯାଏ ଗଲି ଆପଣ ସ୍ମୀତ ହସି ଫାଟକ ଖୋଲି ଭିତରେ ବସିଲେ ଖୁବ୍ ଯତ୍ନର ସହ ଫାଟକ ଦେଇଥିଲେ ଆଉ ଗୋଟେ ମିନିଟ୍ ବି ବିଳମ୍ବ ନକରି ସେ ଡ୍ରାଇଭର ଟି ଗାଡ଼ି ଷ୍ଟାର୍ଟ କରିଦେଲା ।
Loading comments…
Loading comments…