by Bismita Sahoo ✓ · 20 Aug 2019
ମୋ ପେଟର ଭୋକକୁ ମୁଁ ପେଟରେ ମାରିଦେବି। ହେଲେ ମୋ ବୁଢ଼ୀ ମା? ସେଥିପାଇଁ ଏଠି ଭିକ ମାଗୁଛି। ଯେତେବେଳେ ପଇସା ବେଶି ହେଇଯାଉଛି ମୋ ବୁଢ଼ୀମା ପାଖକୁ ନିଜେ ଯାଇ ଦେଇ ଆସୁଛି। ବାବୁ ମୋର ଗୋଟେ କଥା ମାନିବେ?
Loading comments…
Comments
Loading comments…