by BISWESWAR MAJHI ✓ · 24 Jun 2019
ଜେଜେ ଅଡୁଆରେ ପଡିଲେ କିପରି ବୁଝାଇବେ ଏ ଗହନ ପାଠକୁ ସରଳ ଭାବରେ ଯେ ପିଲାମାନେ ଉଚିତ ଶିକ୍ଷା ପାଇ ପାରିବେ । ଜେଜେ ପଚାରିଲେ "ଅଭିପ୍ସା, ବାଘ ଆମକୁ ଦେଖିଲେ କଣ କରିବ ?" ଚଟାପଟ୍ ଉତ୍ତର ମିଳିଲା "ସିଏ ତ ହିଂସ୍ର ଜନ୍ତୁ, କୁଦି ପଡିବ, ମାରି ଖାଇଯିବ। "
Loading comments…
Loading comments…