by Sachidananda Kar ✓ · 19 Sept 2020
ତାଙ୍କର ସୋରିଷ ପ୍ରାୟ ଭୁଲ ମୋତେ ପର୍ବତ ପରି ଦିଶୁଥିଲା । ଗୋଟେ ପୁରୁଷର ଅହଂ ଓ ସ୍ୱାଭିମାନ ନେଇ ମୁଁ ଖୁବ୍ ରାଗି ଯାଉଥିଲି । ମନ ଇଚ୍ଛା ବକୁଥିଲି । ତାଙ୍କ ସାତପୁରୁଷ ଯାଏ ଉଝାଳି ଦେଉଥିଲି ।
Loading comments…
Loading comments…