by Dr Baman Chandra Dixit ✓ · 12 Sept 2019
ମୋ ହାତରେ ଥିଲା ସେତେବେଳେ ଏହି ସବୁଜ ରଙ୍ଗର ଡକ୍ଟର ପେନଟି । ମୋ ହାତରୁ କଲମଟିକୁ ନେଇ ମୋ ଜାମା ପକେଟରେ ଖୋସି ଦେଲେ ବାପା । ଏବେ ବି ସେହି ସବୁଜ ଡକ୍ଟର ଟେବୁଲ ଉପରୁ ଚାହୁଁଥାଏ ମୋ ଆଡ଼କୁ ।
Loading comments…
Loading comments…