by Kiran Mishra ✓ · 13 Jun 2019
ଦୁଇ ତିନି ଦିନ ମା କୁ କୈାଣସି ଫୋନ ନପାଇବାରୁ ଓ ମା ବାପାଙ୍କଠାରୁ କୋୖଣସି ଫୋନ୍ ନପାଇବାରୁ ବ୍ୟସ୍ତ ହୋଇ ନିରଜା ଘରକୁ ଆସିଲା । ପୂର୍ବତନ ପରି ନିରଜାର ଆସିବା ରେ ମା ବାପା ଖୁସୀ ହୋଇପାରି ନଥିଲେ। ମା ପାଞ୍ଚ ପ୍ରକାର ମନ ପସନ୍ଦିଆ ତରକାରୀ କରୁନଥିଲେ, କି ବାପା ମାର୍କେଟଟା ଉଠାଇ ଆଣୁ ନଥିଲେ
Loading comments…
Loading comments…