by kamal kumar dash ✓ · 5 Jun 2019
ସେ ଭୁଲି ଯାଇଥିଲେ ଯେ 4 ମାସ ଆଗରୁ ସେ ଆଇ .ସି .ୟୁ.ରେ 1 ମାସ ଥିଲେ ଓ ତାଙ୍କର ହାର୍ଟ ଅପରେସନ ହୋଇଥିଲା ବୋଲି । ଘରେ କିଏ ଜାଣିବା ଆଗରୁ ସେ ଘଂଟାଏ ପରିଶ୍ରମ କରି ଡ୍ରେନ କୁ ସଫା କରିଦେଇ ଥିଲେ ।
Loading comments…
Loading comments…