ଦୁଇଜଣ ପଙ୍କ ଭିତରେ ଫସି ରହିଥିଲେ,ଗାଈକୁ ଏତେ ପାଖରେ ପାଇ ମଧ୍ୟ ବାଘ ଗାଇକୁ ଆହାର କରି ପାରୁ ନଥାଏ । କିଛି ସମୟ ପରେ ଗାଇ ବାଘକୁ ପଚାରିଲା, କଣ ତୁମର କେହି ଗୁରୁ କିମ୍ବା ମାଲିକ ନାହାନ୍ତି ? ବାଘ ଗାଇ ଆଡକୁ ରାଗରେ ଚାହିଁ କହିଲା, ମୁଁ ତ ଜଙ୍ଗଲର ରାଜା,ମୋର କେହି ମାଲିକ ନାହାନ୍ତି, ମୁଁ ନିଜେ ହିଁ ଜଙ୍ଗଲର ମାଲିକ
Loading comments…