by MADHU MITA ✓ · 19 Jun 2022
ଦୂର ଦିଗବଳୟ ଏ ମହାମିଳନର ଚିର ସାକ୍ଷୀ..ସେ ଢାଳି ଦେଇ ଗଲା..ନିଜ ଉଷ୍ମତା କୁ..ଆଉ ଧରା ସମ୍ପୂର୍ଣ୍ଣ ଆର୍ଦ୍ର ହେଇ ଚରିତାର୍ଥ କଲା ନିଜ ଅତୃପ୍ତ ସତ୍ତାକୁ । ଏଥର ସବୁଜିମା ଖେଳିଗଲା ଧରା ବକ୍ଷରେ..ପ୍ରସ୍ଫୁଟିତ ହେଲା ତା ସମର୍ପଣ..
Loading comments…
Loading comments…