by Basanti Pattnaik ✓ · 14 May 2021
ସ୍ୱାମୀଙ୍କ ହାତ ଧରି ଭିତରକୁ ଗଲି ଦେଖିଲି ବହୁ ପ୍ରକାର ମୋ ବଡ଼ ଭାଉଜ ପରଶୁଥାଆନ୍ତି ଗରମଭାତ, ହରଡଡାଲି, କୋଶୋଳାଶାଗ, ବଡ଼ିଚୁରା, ମାଛ ବେସର, ନଡ଼ିଆବରା, ଲମ୍ବା କାକୁଡି ଖଣ୍ଡ, ଭାଉଜଙ୍କ ହାତରନ୍ଧା ବାସ୍ନାରେ ଫାଟି ପଡୁଥାଏ
Loading comments…
Loading comments…