by Er. Suchismita Satpathy ✓ · 20 Sept 2020
ମନେ ମନେ ଭାବିଲି ନଳାରୁ ବାହାରିଥିବା ଝିଅ ଭଡାଘର ଝିଅ ନା କାଲିର ପୀଡିତା । ପ୍ରହେଳିକା ଭିତରେ ରହିଗଲା ସବୁଦିନ ସେ ଝିଅଟିର ଗାଥା । ମନେ ହେଲା ଆଜି ବି କେଉଁଠି ନା କେଉଁଠି ମଞ୍ଜୁଳିକା ବଞ୍ଚିଛି ।
Loading comments…
Loading comments…