by Reeta aparajeeta Mohanty ✓ · 7 Oct 2019
ସେଥିପାଇଁ ସେ ମୋ ହାତ ଛାଡି ଚାଲିଗଲା । ସେ ମୋ ସହ ଏମିତି କେମିତି କଲା ଆଜିଯାଏ ମୁଁ ବୁଝିପାରୁନି। କେତେ ଅନୁଭବ ଅଛି ଆମର । ପରସ୍ପର ପ୍ରତି କେତେ ଶ୍ରଦ୍ଧା ବନ୍ଧୁତା ଥିଲା । ସେ ସବୁ କଣ ମିଛ ଥିଲା । ମୁଁ ଏବେ ବି ଦ୍ୱନ୍ଦ ରେ ଅଛି ।
Loading comments…
Loading comments…