by sumita behera ✓ · 7 Sept 2019
ଏହା ମଧ୍ୟରେ ଅଣତିରିଶ ବର୍ଷ ବିତିଗଲାଣି। ଏବେବି ସେ ଶବ୍ଦ ମୋ କାନରେ ବାଜିଲା ପରି ଲାଗେ। ଦେହ ଶୀତେଇ ଉଠେ। ଏବେବି ଜାଣି ପାରିଲିନି ସେ ଶବ୍ଦ କ'ଣ ଥିଲା? ମୁଁ କିନ୍ତୁ ଶୁଣିଥିଲି। ସ୍ପଷ୍ଟ ଶୁଣିଥିଲି।
Loading comments…
Loading comments…