by Abhiram Mandal ✓ · 1 Oct 2019
ସେ ମୋ ସହ ଭରପୁର ମଜା ଉଠାଇ ତା ବାଟରେ ଚାଲିଗଲା ଆଉ ମୋ ପ୍ରେମର ଇତି ହେଇଗଲା । କିନ୍ତୁ ଏବେ ବି ମୋ ମନରେ ଅଶାର କିରଣ ଉଙ୍କି ମାରୁଛି ଆଉ ମୋ ମନ ଗାଉଛି- 'ଦିନେ ନା ଦିନେ ଆସିବ ନିଶ୍ଚେ ଜଣେ, ଘର ତୋଳିବାକୁ ଏଇ ହୃଦୟର କୋଣେ ।'
Loading comments…
Loading comments…