by Bijaya Panda ✓ · 15 Oct 2020
ସେଦିନ ଝିଅ ଜ୍ୱାଇଁ ଘରକୁ ବୁଲି ଆସିଥିଲେ। ଝିଅ ସହ କଥା ହେଉ ହେଉ ସେ ଆଭାସ ପାଇ ଯାଇଥିଲା ଯେ ବୁବୁ ତାର କ୍ଲାସରେ ପଡୁଥିବା ଜଣେ ବଡ଼ ଲୋକ ଘରର ଝିଅକୁ ଭଲପାଉଛି । ମନରେ ତାର ବଡ଼ ଆଶଙ୍କା, ଆମ ଭଳି ସାଧାରଣ ମଣିଷ ମାନେ ବଡ଼ ଲୋକଙ୍କ ସମକକ୍ଷ !!
Loading comments…
Loading comments…