by Gayatri Singh ✓ · 30 Jul 2021
ସନ୍ଧ୍ୟାରେ ସଞ୍ଜ ଆଳତୀ ପରେ ପରେ ମୁଢି,ମିକ୍ସର,ବାଦାମକୁ ମଝିରେ ରଖି ଦେଇ ଘେରି ହୋଇ ବସି ଯାଉ ସବୁ । ତା’ପରେ ଆରମ୍ଭ ହୋଇଯାଏ ଅନ୍ତାକ୍ଷରୀ, ଡ୍ୟାନ୍ସ, କମେଡି ଯେତେ ସବୁ ଏଣ୍ଟରଟେନମେଣ୍ଟ କାର୍ଯ୍ୟକ୍ରମ ।
Loading comments…
Loading comments…