by Shaktiprava Mishra ✓ · 26 Jul 2019
ସାତ ଆଠ ଦିନ ପରେ ଥରେ ତଳକୁ କିଛି କାମରେ ଯିବାବେଳେ ଝିଅଟିକୁ ତାଙ୍କ ଦୁଆର ମୁହଁରେ ଦେଖି ମୁଁ ପଚାରିଥିଲି, ଛୁଆ କେବେ ହେଲା ? ହସିଦେଇ ସେ କହିଲା ଦୁଇମାସ ହେବ । ତୁମ ଘରେ ପ୍ରତି ଶୁକ୍ରବାର ଯେଉଁ ପ୍ରାର୍ଥନା ହେଉଥିଲା ଏବେ କାହିଁକି ଆଉ ଶୁଣିବାକୁ ପାଉନି ?
Loading comments…
Loading comments…