by Barsha rani Nanda ✓ · 19 Aug 2021
ମୁଁ ବି ତା ମା ମୁଁ ବି ତାକୁ ଭଲପାଏ କିନ୍ତୁ ଝିଅ କୁ ଏତେ ଗେଲ କଲେ ସିଏ ସରଳ ହେଇ ରହିଯିବ, ଟିକିଏ ଦୁଃଖ ପଡ଼ିଲେ ସେ ସମ୍ଭାଳି ପାରିବନି। ଝିଅ କୁ ପାଣି ଭଳି ନୁହେଁ ପଥର ଭଳି କର ସିଏ ଯେମିତି ସବୁ ପରିସ୍ଥିତି କୁ ସାମ୍ନା କରି ପାରିବ। କିନ୍ତ
Loading comments…
Comments
Loading comments…