by Kanan Bala Nayak ✓ · 7 May 2020
ତେଣୁ ସବୁ ବେଳେ ଏଇ ସେଫ୍ଟିପିନ୍ ଭଳି ହୋଇ ଭଙ୍ଗା ଜିନିଷ କୁ ଯୋଡିବାର ଚେଷ୍ଟା କରିବୁ । ଗୀତିକା ଭାରତୀ ଙ୍କ କଥା ଶୁଣି କହିଲା ହଁ ବୋଉ ମୁଁ ସବୁ ବୁଝି ଗଲି । ଏଥର ବାପାଙ୍କ ପାଖକୁ ଯିବା ଚାଲ୍ । ନହେଲେ ସେ ବିରକ୍ତ ହେବେ ।
Loading comments…
Loading comments…