by Rabindra Kumar Behera ✓ · 19 Sept 2019
ତେଣୁ ଜୀବନର ପଥିକଟିଏ ଶାନ୍ତି ପ୍ରାପ୍ତି କରେ ତାକୁ ଚିନ୍ହି; ସେ ଚିରସ୍ଥାୟୀ ହଉ ଅବା କ୍ଷଣସ୍ଥାୟୀ !!" ଏତିକି କହି ଛାୟାଟି ଉଭାନ୍ ହୋଇଗଲା । ମୋ ଶାନ୍ତିର ସନ୍ଧାନଟି ଶେଷ ହେଲା କି ? ନା' ! ସେ ଏବେବି ଚାଲିଛି ।
Loading comments…
Loading comments…