by Amit Bal ✓ · 27 Dec 2020
ବିନା ଅଭିଯୋଗରେ ସବୁଦିନ ପାଇଁ ସେ ଯେପରି ଶୋଇ ପଡ଼ିଛି ସମୟ କୋଳରେ । ମୃତ୍ୟୁ ମୋହିନୀର ଅନ୍ତରଙ୍ଗ ଆଲିଙ୍ଗନରେ । ଜୀବନାୟନ କବିତାର ଅନ୍ତିମ ପଦ୍ୟକୁ ଲେଖି ଦେଇ, ଅଭିମାନର ଶେଷହୀନ ସ୍ୟାହିରେ ।
Loading comments…
Comments
Loading comments…