by Paramita Mishra ✓ · 13 Jun 2021
ତୁ ମୋ ଝିଅ ଥିଲୁ ଆଉ ସାରା ଜୀବନ ରହିବୁ । ବାହା ହେଲା ପରେ ତୁ ସେ ଘରର ଲକ୍ଷ୍ମୀ ହେବୁ । ଘରର ଲକ୍ଷ୍ମୀ ସାଆନ୍ତାଣୀ ଶାଶୁ ଘରେ ହିଁ ଶୋଭା ପାଏ । । ସେଠିକା ପ୍ରସାଦ ଉପରେ ତୋର ସବୁଠୁ ବଡ ଅଧିକାର ହେବ ।
Loading comments…
Comments
Loading comments…