by jyotsna mayee panda ✓ · 22 Jun 2022
ବାରମ୍ବାର ପୁଅ କଥା ପଚାରୁଛନ୍ତି l କେବେ ପୁଣି ଛୁଟି ରେ ଆସିବ ବୋଲି l କେମିତି କାହାକୁ ବୁଝେଇବ ସିପ୍ରା ଯେ ତାଙ୍କ ଚାକିରୀ କେତେ ବିପଦ l ସବୁବେଳେ ଛୁଟି ନେଇ ଆସି ପାରିବେ ନି l ସବୁ ପରିସ୍ଥିତି ରେ ସାଲିସ କରି ଚାଲିଛି l ବିରହ ର ନିଆଁ ରେ
Loading comments…
Comments
Loading comments…