by Satyabati Swain ✓ · 7 Oct 2020
ପରମାନେଟ୍ ଆ ଇ ଡି ଏଇଟି। ମଥା ଆକାଶରେ ଏଇ ନାଲି ସୂର୍ଯ୍ୟଟି ଉଇଁଲେ ମୋ ଜୀବନ ହସେ। ପ୍ରେମ ବୋହି ପଡେ ମହୁ ଥୋପା ପରି। ମଥା ତୁମର ଆକାଶ! ଏଇ ନାଲି ସୂର୍ଯ୍ୟଟି କିଏ? ଓହୋ କେତେ ଜାଣି ଛୋପରା ହେଉଛ ମ। ପ୍ଲିଜ଼ ପ୍ଲିଜ କୁହ।
Loading comments…
Comments
Loading comments…