by Dillip Kumar Parida ✓ · 6 Aug 2017
ମୁଁ ସଜ ହେଲାବେଳେ ଦେଖିବାକୁ ଭଲ ପାଅ?ଆଜି ପରା ମୋର ଶୃଙ୍ଗାର ଚାଲିଛି Iକଣ ଦେଖିବନି? ଏଇ, ଥରଟିଏ ଚାଲନା Iତମେ ସିନା ଲୁଚିଲୁଚି ମୋ ସଜବାଜ ଦେଖ I ହେଲେ ଆଜି ମୋର ଭାରି ଇଚ୍ଛା,ତମେ ଆଜି ମୋତେ ମନଭରି ଟିକେ ଦେଖ Iଆଜିପରା ମୋର ଶେଷଶୃଙ୍ଗାର I”
Loading comments…
Loading comments…