by Krushnapriya Mohapatra ✓ · 20 Feb 2020
ହଟାତ ତା ପ୍ରଶ୍ନ ରେ ମୁଁ ଯେମିତି ଆକାଶ ରୁ ତଳକୁ ଖସି ପଡ଼ିଲି, ମୋ ଛାତିର ସ୍ପନ୍ଦନ ବଢ଼ିଗଲା।ମୁଁ ନିଜକୁ ସମ୍ଭାଳି ପାରିଲି ନାହିଁ। ମୁଁ ଜୋର ରେ ତା ହାତ କୁ ଜାବୋଡି ଧରି ତା ମୁହଁ କୁ ଚାହିଁ ରହିଲି ଅନେକ କିଛି କହିବାକୁ ଚାହିଁ ମଧ୍ୟ କହି
Loading comments…
Comments
Loading comments…