by Aravinda Das ✓ · 25 May 2019
ତେବେ ଶରତ ଚିକିତ୍ସିତ ହେଉଥିବା ମିଲିଟାରୀ ହସ୍ପିଟାଲରେ ପହଁଚି ଲିପିର ହୋସ ଉଡ଼ିଗଲା । ଶରତର ଦୁଇ ଗୋଡ଼ ଓ ଗୋଟାଏ ହାତ ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିଲା । କଥାବାର୍ତ୍ତା କରିବା ଶକ୍ତି ହରାଇଥିଲା ଶରତ ।
Loading comments…
Loading comments…