by Seetaram Dash ✓ · 7 Feb 2020
ଏତକ ଶୁଣି ତାଙ୍କ ସ୍ତ୍ରୀ ଭୋ ଭୋ ହୋଇ କାନ୍ଦି ଉଠିଲେ। ନିଜକୁ ନିଜେ ଅନେକ ଗାଳି ଦେଇ କହିଲେ, ତାଙ୍କ ମନରେ ଏତେ କଥା ଥିଲା। ଟିକେ ବି ଜଣେଇଲେ ନାହିଁ? ମୁଁ ଅଭାଗିନୀ କଣ କଲି। ଥରୁଟିଏ ତ ମୁହଁ ଖୋଲି କହି ପାରିଥାନ୍ତେ।
Loading comments…
Loading comments…