by SARATA KUMAR DAS ✓ · 12 Jul 2019
ମୁଁ ଜାଣିଗଲି ଆମେ ଆସି ପହଞ୍ଚି ଯାଇଛୁ ଶିମିଳିପାଳର ପାଦ ଦେଶରେ । 'ହେଇ ଦେଖ ଦେଖ ! ସେପଟେ ହରିଣ ଛୁଆଟି ପାଣି ପିଉଛି'- ବ୍ରହ୍ମାନନ୍ଦର ଚିତ୍କାର ରେ ଆମେ ସମସ୍ତେ ଚମକି ପଡିଲୁ । ମୁଁ ଏକ ଲୟରେ ଚାହଁ ରହିଥିଲି ସେହି ସରଳ ନିଷ୍ପାପ ହରିଣ ଶିଶୁ ଟି ଆଡକୁ।
Loading comments…
Loading comments…