by SARATA KUMAR DAS ✓ · 11 Jul 2019
ଜହ୍ନ ଆଲୁଅ ଭିତରେ ସ୍ପଷ୍ଟ ବାରିହୋଇ ପଡୁଥିଲା ନୁଆଁଣିଆ ଚାଳ ଛପର ଘରେ ମିଞ୍ଜିମିଞ୍ଜି ଜଳୁଥିବା ଡିବିରି ଆଲୋକ । ଆମେ ଚାରି ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ହାତରେ ଗୋଟିଏ ଗୋଟିଏ ଲମ୍ବା ବାଡିଧରି ସେହି କୁଡିଆ ଘରଗୁଡିକ ଆଡକୁ ଆଗେଇଲୁ ଚାଉଳ ପାଇଁ।
Loading comments…
Loading comments…