by Alhadini Panigrahi dash ✓ · 21 May 2019
କାନ୍ଦି ଉଠିଲା ମନୁଆଁ, ସେ ଯେ ଶିଶୁ ଶ୍ରମିକ । ତା ପାଇଁ ଯେ ସ୍ବପ୍ନ ଦେଖିବା ବି ମନା । କପ୍ ,ପ୍ଲେଟ ଧୋଇବାକୁ ଚୁପ୍ ଚାପ୍ ଉଠିଗଲା ମନୁଆଁ ।
Loading comments…
Loading comments…