by Mitali Madhusmita ✓ · 15 Nov 2021
ସେଇ ଶୁଖିଯାଇଥିବା ଆଖିର ଉପତ୍ୟକାରୁ ଦୁଇ ଧାର ଉଷ୍ମ ପ୍ରସବଣ ବହିଯିବାପାଇଁ ବାଟ ଖୋଜୁଛି? ହାରିଯାଇଥିବା ମନ ଆଉ କବର ନେଇଥିବା ଅଭିମାନ ପୁଣି ଚେଇଁ ଉଠୁଛି ପୁଣି ସୂର୍ଯ୍ୟାଗମନରେ କୁଆଁତାରା ଲୁଚିଗଲାପରି ସେ ଚେଇଁ ଉଠୁଥିବା ଅଭିମାନ
Loading comments…
Loading comments…