ତା' ସହିତ ଜୀବନରେ ଯଦି ତୁମର କେବେ ଦେଖା ହୁଏ, ମୋତେ କ୍ଷମା କରିଦେବା ପାଇଁ କହିବ । ମୁଁ ତା'କୁ ସ୍ବର୍ଗରୁ ଜହ୍ନ, ତାରା ଆଉ ଆମେରିକାରୁ ଡଲାର ଆଣି ଦେବାପାଇଁ କଥା ଦେଇଥିଲି । ସ୍ବର୍ଗରୁ ଜହ୍ନ, ତାରା ସିନା ଆଣି ପାରିଲିନି, ହେଲେ; ମୋ ସମସ୍ତ ସମ୍ପତ୍ତିର ଅଧା ଯାହା ବି ହେବ ଡଲାର ଆକାରରେ ତାକୁ ମୋର ସ୍ମୃତିର ସନ୍ତକ ଭାବି ଦେଇଦେବ ।
Loading comments…