by SUKANTA KHANDA ✓ · 16 Apr 2022
ଯାହାକୁ ପାଇବା ପାଇଁ ଏ ଜୀବନ ଆକୁଳ ଓ ବ୍ୟାକୁଳ ହୋଇ କେତେ ବ୍ରତ ଓ ଉପବାସ କରିଥିଲା ଆଜି ସଫଳ ହୋଇଛି ତ ଦେହ ଓ ମନଟି ସ୍ୱର୍ଗରେ ଯାଇ ଉଡୁଛି। ଏବେ ତ ମୋର ଆଉ ଏ ସଂସାରରେ ରହିବାର ମୋହ ହିଁ ନାହିଁ।
Loading comments…
Loading comments…