by Samar Ballav Bhoi ✓ · 3 Nov 2020
ସରପଞ୍ଚଙ୍କ ସହ ମିଶି ଜମି ଜମା ବିଷୟରେ କ'ଣ ସବୁ ସଲାସୁତୁରା କରି ହାତରେ ରଖି ଥାଆନ୍ତି। ସୁରେଶ କଲିକତା ରେ ରୁହେ, ମଝିରେ ମଝିରେ କେତେବେଳେ ଗାଁ ଆସେ। ଜମି ବାଡ଼ି କଥା ବୁଝିବା ପାଇଁ ସମୟ ନଥାଏ। ଦିନେ ସୁରେଶ ଏ କଥା ଜାଣିବାକୁ ପାଇଲା। ସୁରେଶ
Loading comments…
Loading comments…