ଡାଏରୀ ଭିତରେ ପେନ୍ ଟେ ଥିଲା ଆଉ ସୁଖଲତା ସେଇ ପୃଷ୍ଠାଟି ପଢିଲା ଖୋଲି ।ଯେତେ ପଢୁଥିଲା ସେତେ ଯନ୍ତ୍ରଣା ହେଉଥିଲା ତାକୁ । ସେଥିରେ ଗୋଟେ ଶତ୍ରୁ ବିଷୟରେ ଲେଖା ଥିଲା । ଶତ୍ରୁ ହଁ ଛୁଆ ମା' ଙ୍କ ଶତ୍ରୁ , ତା' ଶତ୍ରୁ ସଭିଙ୍କ ଶତ୍ରୁ । ଏମିତି ଶତ୍ରୁ ଯେ ନିଜ ସଂସାର ନିଜ ହାତରେ ଉଜାଡ଼ି ଦେଲା । ଜୀବନ ଦୁର୍ବିସହ କରିଦେଲା , ଧ୍ୱଂସ କରିଦେଲା , ସବୁକିଛି ଭାଙ୍ଗିରୁଜି ଚୁରମାର କରିଦେଲା !!
Loading comments…