by Madhabi Patel ✓ · 3 Nov 2020
ଟଣାଓଟରାରେ ତା ଦେହରେ କେତେ ଜାଗା ରାମ୍ପୁଡି ଯାଇଥିଲା ତଥାପି ସେ ହିଂସ୍ରଯୁବକ ଠାରୁ ମୁକୁଳି ଦଉଡି ଚାଲି ଆସୁଥିଲା।ହେଲେ ସେ ବଳତ୍କାରୀ ଯୁବକଟି ତା ପଛରେ ଗୋଡାଇଥାଏ।ଝିଅଟି ଜୀବନ ବିକଳରେ ଦଉଡୁଥାଏ ରାସ୍ତା ଆଡକୁ।ଡାକ ପକାଉ ଥାଏ ବଞ୍ଚାଅ ବଞ୍ଚା
Loading comments…
Loading comments…